ଚୋର

ଗପ ସବୁ ଷାଠିଏ ଓ ସତୁରୀ ଦଶକର ଓଡିଆ ଗ୍ରାମ୍ୟ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ । ଏହି ଗପସବୁକୁ ଗାଳ୍ପିକ ଯଦୁନାଥ ପଣ୍ଡା "ମାୟାବତୀ ଗାଁର ଗପ" ଶୀର୍ଷକରେ ପ୍ରକାଶିତ କରିଥିଲେ । ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ବାସ୍ତବତାକୁ ନେଇ ଏ ଗପ ସବୁ ଅନନ୍ୟ; ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ ।


କଳା ଛାଇଟାକୁ ଦେଖି ଛଟ୍ କରି ଚିହିଁକି ଉଠିଲା ସରଜୁ । କାନ୍ଧ ଉପରର ବୋକଚାଟାକୁ ଜାବୁଡ଼ି ଧରି କନକନ ହେଇ ଖଣ୍ଡେ ବାଟ ଧାଇଁଗଲା ସେ । ଛାତିରେ ଛନକା ପଶିଲା - ଚୋର ?..... ନାଇଁ କଳା ଛାଇଟେ । ଭୂତଫୁତ ନା କଣ ! ବୋଉ କହେ ଏଇ ବରଗଛରେ ଗୋଟେ ବଡ଼ ଜନ୍ତୁ ରହୁଚି । ଛାତିରେ ମେଞ୍ଚେ ଛେପ ପକେଇଲା ସରଜୁ ।

To continue reading "ଚୋର", login now.

This page has been protected for subscriber only.

Report an Error