ଅନନ୍ୟ ଅଭିନେତା

ଏ ଗପ ଷାଠିଏ ଓ ସତୁରୀ ଦଶକର ଓଡିଆ ଗ୍ରାମ୍ୟ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ । ଏହି ଗପସବୁକୁ ଗାଳ୍ପିକ ଯଦୁନାଥ ପଣ୍ଡା "ମାୟାବତୀ ଗାଁର ଗପ" ଶୀର୍ଷକରେ ପ୍ରକାଶିତ କରିଥିଲେ । ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ବାସ୍ତବତାକୁ ନେଇ ଏ ଗପ ସବୁ ଅନନ୍ୟ; ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ ।


ଦେବଗିରି ପାହାଡ଼ ପ୍ରାୟ ଗଛ ଶୂନ୍ୟ ହେଇଯିବା ସତ୍ତ୍ୱେ ବି ସେଠୁ ଖସୁଥିବା ଭାଲୁ, ଚଢ଼େଇତୋଟାର ବରଗଛ ପ୍ରାୟ ଥୁଣ୍ଟା ହୋଇଯିବା ପରେ ବି ସେଥିରେ ଅଦୃଶ୍ୟ ଭାବରେ ଲଟକି ରହୁଥିବା ବ୍ରହ୍ମରାକ୍ଷସ ଏବଂ ତା’ଛଡ଼ା ଆମ ଅଞ୍ଚଳର ଛୋଟବଡ଼ ପ୍ରାୟ ପ୍ରତ୍ୟେକ ଗଛବୃଛରେ ଆଶ୍ରୟ ନେଇଥିବା ଅନେକ ପ୍ରେତ, ପିଶାଚୁଣୀ, ଚିରିଗୁଣୀ, ପୁଷ୍କରମାନଙ୍କ ସହ ଆମ ଇଲାକାରେ ବ୍ୟାପକ ଆତଙ୍କ ସୃଷ୍ଟି କରିବାର ଅଧେକ ଦାବିଦାର ଥିଲା ବାଉରିଆ

To continue reading "ଅନନ୍ୟ ଅଭିନେତା", login now.

This page has been protected for subscriber only.

Report an Error