ମାଳୀ ଗପ

ଏ କବିତା ଆମ ନୂଆ ପ୍ରଜନ୍ମର କବିମାନଙ୍କର କଳ୍ପନା, ନିର୍ମାଣ କୌଶଳ ଓ ବେଦନାକୁ ବ୍ୟକ୍ତ କରିବାର ନୂଆ ବାଗର ଏକ ସୁନ୍ଦର ଉଦାହରଣ । ଆଗାମୀର ସମ୍ଭାବନାକୁ ପ୍ରଖର ଭାବରେ ସାବ୍ୟସ୍ତ କରୁଛି ଏ କବିତା ।


ମୁଠାଏ ଅବସାେସକୁ ପାଣି କରି ଛିଞ୍ଚିଦେଲା ବଗିଚାର ସବୁ ଫୁଲଙ୍କ ଦେହରେ ସେବେଠାରୁ ସେମାନେ ଅସୁସ୍ଥ ! ଗୋଲାପକୁ ଚର୍ମରୋଗ ରକ୍ତଜବାକୁ ରକ୍ତହୀନତା ଚମ୍ପାକଢିକୁ ଗୋଟେ ଅଜଣା ରୋଗର ଭୟ ମଲ୍ଲି ଫୁଲର ବାସ୍ନା ନଥିଲା ରଜନୀଗନ୍ଧା ମରଣ ସହ ଲଢୁଥିଲା ପଳାଶ ଫୁଲ ଦେହେ ଅସହ୍ୟ ଘୋଳାବିନ୍ଧା କୃଷ୍ଣଚୂଡ଼ା ଆଗପରି ଆଦୌ

To continue reading "ମାଳୀ ଗପ", login now.

This page has been protected for subscriber only.

Report an Error