କବି ଓ ସମୁଦ୍ର

ବୀରେନ୍ଦ୍ର ନୂଆ ସମୟ ଓ ନୂଆ ଆହ୍ୱାନର କବି । ତାଙ୍କ କବିତାରେ ଗୋଟେ ନୂଆପଣ ଦିଶୁଛି । ଆଗକୁ ଏ ନୂଆପଣ ଅଧିକ ସ୍ପଷ୍ଟ ଓ ଅଧିକ ତୀବ୍ର ହେବ ବୋଲି ଆଶା କରିବା ।


ଫଟୋ - କେଦାର ମିଶ୍ର
କୁଆଡେ ଆସିଲ ହୋ କବି ? କଣ ଇଏ ମୋର କ୍ଷତାକ୍ତ ହେବାର ପାଳି ? କଣ ଏବେ ମପାଯିବ, ମୋ ଛାତିର ଚଉଡ଼ା ? ମୋ ରକ୍ତର ଗାଢତା‌ ? ମୋ ଆଖିର ଗଭୀରତା ? ନା ବାଲିରେ ବସି ଗଣିବ ତମେ ମୋ ଯଉବନର ଭାଙ୍ଗ ? ମତେ ଜଣାଅଛି ହେ କବି

To continue reading "କବି ଓ ସମୁଦ୍ର", login now.

This page has been protected for subscriber only.

Report an Error