ଆଉଜଣେ ରତ୍ନାକର

ମାଟି ଭିତରେ ମାଟି ହୋଇ ରହିଯିବା କିମ୍ବା ରତ୍ନାକର ସେମିତି ଦସ୍ୟୁ ହୋଇ ରହିଯିବା କେବଳ ଏକ ବାସ୍ତବତା । ଏ କବିତା ସେ ବାସ୍ତବତାକୁ ବିସ୍ତାରିତ କରୁଥିବା ଏକ ଉଡାଣ ।


ଜଣେ ସବୁ ଛାଡ଼ି ଘୋଷୁଥିଲା ଜଣେ ସବୁ ଭୁଲି ଖଟୁଛି ଜଣେ ବସିବସି ଦେହସାରା ମାଟି ଚରେଇଦେଲା ଆଉ ଜଣେ ମାଟି ସହ ମାଟି ! ତା ଦେହରୁ ମାଟି ଛଡେଇବାକୁ ନଥିଲେ କେହି ଇଏ ନାହି କଣାରେ ଆଙ୍ଗୁଳି ଖେଞ୍ଚି ନିଜେ କାଢୁଛି ମାଟି ! ସେ ବଦଳିଯିବାର ଲକ୍ଷ୍ଯରେ ଥିଲା ଇଏ ବଦଳେଇବାର

To continue reading "ଆଉଜଣେ ରତ୍ନାକର", login now.

This page has been protected for subscriber only.

Report an Error