ପାଣ୍ଢୋଇ

ତୃପ୍ତ ଆଲୁଅର ହଳେ ପାଣ୍ଢୋଇ ମୁଁ ଏକା ଲୋକର ପାଦରେ - ନିଜ ଅସ୍ତିତ୍ଵକୁ ଏମିତି ଭେଟିବାର କାବ୍ୟିକ ସାହସରୁ ଏ କବିତାର ଜନ୍ମ ।


ଆଉ କେତେ ପାହାଚ ଚଢିଲେ ପୂର୍ଣ୍ଣ ହେବ ଅହଂକାରର କୁମ୍ଭ ତୁମର ଆଉ କେତେ କଳସ ଜଳ ପରେ ଶାଂତ ହେବ ହେ ସିଂହାସନ ଯୁଗଯୁଗର । ଯିଏ ବି ଆସିଲା ନିଜକୁ ଭରି ଚାଲିଲା ଶିଳାଲେଖ, ତମ୍ବାପଟା, ମାନପତ୍ର ଚାରିଆଡ଼େ ଖଂଜି ଦର୍ପଣ ଖାଲି ଦେଖିଲା ନିଜର ମୁହଁ । ଆରପଟେ କଣ ଅଛି ଅଂଧାରରେ

To continue reading "ପାଣ୍ଢୋଇ", login now.

This page has been protected for subscriber only.

Report an Error