ନିଆଁମାପ

ଶବ୍ଦକୁ ଢାଳିଲି ରାତିର ଶେଜରେ ପରଖିଲି ତାର ନିଆଁମାପ - ନିଆଁକୁ ମାପିବା ଲାଗି କବିର ଏ ଦୁଃସାହସ ।


ଶବ୍ଦକୁ ବିଛାଇଦିଏ ଖରାରେ କେଉଁଠି ଖୁଣ ତାର କେଉଁଠି ଭାଂଗିଯିବା ପରି କଅଁଳ କେଉଁଠି ପ୍ରକାଶ୍ୟ ନଖଦଂତ ବିଦ୍ଧ କରିପାରେ ଆଗରେ ପାଇବ ଯାହାକୁ ଶବ୍ଦକୁ ତ ହେବାକୁ ପଡିବ ଯଥାଯଥ । ଶବ୍ଦକୁ ଢାଳିଲି ରାତିର ଶେଜରେ ପରଖିଲି ତାର ନିଆଁମାପ ଅନାଥ ଶିଶୁର ଛାତି ଭିତରେ

To continue reading "ନିଆଁମାପ", login now.

This page has been protected for subscriber only.

Report an Error