
ତୁମର ମାଟି ହିଁ ପାରେ
ଚାରିଆଡେ ଶୁଖା ଖଡ଼ ଖଡ଼ ଥିବାବେଳେ
ସସ୍ନେହ ଅପେକ୍ଷାକୁ ଶୀତଳ ପାଣି କରି
ସଂଚିବାକୁ ଗାଉଁଲୀ ଗଭୀର କୂଅରେ ।
ଏଥିପାଇଁ ତୁମେ ଚାଲୁଛ ବାଟ
ଆମର ଆଖିଝଲସା ପ୍ରଶ୍ନକୁ ନୀରବରେ ଆଡ଼େଇଦେଇ
ଗାମୁଛା ପୁଟୁଳି ଭିତରେ ଭରି
ଅସ୍ତସୂର୍ଯ୍ୟର ସୌଂଦର୍ଯ୍ୟ ।
ତୁମର ମୌନତା
To continue reading "ମାଟି ହିଁ ପାରେ", login now.
This page has been protected for subscriber only.