
ମତେ ନ ନେଇ ଆଜି ଘରକୁ ଫେର ନାହିଁ ବାପା
ଯଦିଓ ଏବେ ରାତି ତିନିଟାର ବହଳ ଅଂଧାର
ତମେ ଘୂରି ବୁଲୁଥିବା ରାସ୍ତାମାନ
ଥଣ୍ଡା ପବନ ପରି ଭୟଭୀତ ।
ମତେ ଠାବ କର ବାପା
ମୁଁ ହଜିଯାଇଛି ଏଇ କିଲୋମିଟର ଭିତରେ
ସବୁଦିନିଆ ରାସ୍ତା ଆଜି ମତେ ନ ଚିହ୍ନିବାର ବାହାନା କରୁଛି ।
To continue reading "ମତେ ନ ନେଇ ଘରକୁ ଫେର ନାହିଁ ବାପା", login now.
This page has been protected for subscriber only.