
ମୁଁ କେମିତି ଧୋଇବି ମୁହଁ
ତୁମ ବ୍ୟାକୁଳ ଓଠର ଜଳଜ ଛୁଆଁରେ
ସମସାମୟିକ ସ୍ନେହ ।
ମୁଁ କେମିତି ଧୋଇବି ମୁହଁ ।
ମୁଁ କେମିତି ଧୋଇବି ପାପ
ହାତର ଅଚିହ୍ନା ମନର ଅଜଣା
ସିଡ଼ି ଚଢୁଥାଏ ସାପ ।
ମୁଁ କେମିତି ଧୋଇବି ପାପ ।
ମୁଁ କେମିତି ଧୋଇବି ହାତ
ତୁମ ହୃଦୟର ରକ୍ତ
To continue reading "କେମିତି ଧୋଇବି ହାତ", login now.
This page has been protected for subscriber only.