
ମୁଁ ହଜିଯାଇଛି
କେତେ ଯତ୍ନ କଲିଣି ନିଜକୁ ଖୋଜିବାକୁ
ହେଲେ ଜାଣିଲେ ତ କହିବି
କେଉଁ ଅଂଚଳର ମୁଁ ଅଂତର୍ଭୁକ୍ତ ।
କେହି ବିଶ୍ୱାସ ଯାଉନାହାଂତି ଯେ ମୁଁ ହଜିଯାଇଛି
ଦେଖାଯାଉନାହିଁ ମୁଁ କାଂଥରେ ବିଗ୍ୟାଁପିତ
ସେ ଝିଅ ଭଳି କଳାଧଳା ଚିତ୍ର ।
ଅଥଚ ମୁଁ ଜାଣେ କେମିତି ପାଲଟୁଛି ଅଂଗାର
ଜଳଂତ କୋଇଲା
To continue reading "କାଂଥରେ କଳାଧଳା ଚିତ୍ର", login now.
This page has been protected for subscriber only.