ସଜନୀ

ତୁ’ ହଁ କଲେ ତୋ ଚାହାଣିରୁ ଆଞ୍ଜୁଳାଏ ଆଲୁଅ ନେଇ ବୁଣି ଦେବି ସେଇ ଅନ୍ଧାରି ଅଗଣାରେ, ଯେଉଁଠି ଏବେ ବି ପରମ୍ପରାରେ ନୀଚ ଜାତିର ଲୋକେ ବସିବା ମନା ।


କେଉଁଆଡେ ଗଲୁରେ ସଜନୀ ! ତୋ ମହରଗ ଅପେକ୍ଷାରେ ଯୁଗ ବିତିଗଲା, ତଥାପି ମୁଁ ନିରାଶ ହେଇନି ! ତୁ’ ଆସିବୁ ବୋଲି ମେଲା କରିଦେଇଛି ଛାତିର ଛପର, ଫିଟେଇ ଦେଇଛି ମନର ଝାଟିମାଟି ଦୁଆର ତୁ’ ଏତେ ଉଛୁର କିଆଁ ? ତୋ ଆସିବା ବାଟରେ କିଛି ଅଘଟଣ ତ’ ଘଟିନି ?

"ସଜନୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ