
କେତେ ଆଉ
ସେଇ ସେଇ କଥାକୁ ଘୋଷି ହେଉଥିବା !
ଯୁଆଡେ ଗଲେ ଖାଲି
ରାଜନୀତି, ହତ୍ଯା, ଧର୍ଷଣର କାକଳୀ
ଅଭାବ, ବେକାରୀ, ମହଙ୍ଗାଈର କରତାଳି
ବରଂ ଚାଲ, ଘଡେ ବୁଲିଆସିବା
ଶାନ୍ତିସ୍ତୂପ ଧଉଳି
ଆମେ ଯିବା ତ’
ଦୟା ନଈର ପାଣିରେ
ମୁହଁ ଧୋଇବା ପୂର୍ବରୁ
ଜମା ନଜର ଦେବାନି
"ଧଉଳି ଦେଖା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |