
**୧**
ଭୁବନେଶ୍ବରରେ ବର୍ଷା ହେଲେ
ତିନ୍ତି ଯାଏ
ରାଇଜ ଯାକ,
ଖରା ହେଲେ, ଏଠି
ଝାଳେଇ ଯାଏ ସାରାକୁ ସାରା ବଣ ମୂଲକ
ଆଉ
ମାଷ୍ଟରକ୍ଯାଣ୍ଟିନ ଛକରେ
ଚିତ୍କାର କରିବାର ଅଛି ଯଦି
ବୁହାହେଇ ଆସେ ଟ୍ରକରେ
ହଜାର ହଜାର ନିରୀହ ଗାଉଁଲି ଡାକ
ଦେଖ ଦେଖ ହୋ ନଗ୍ର ଜନେ
"ଭୁବନେଶ୍ବର ! ତୁ’ ମୋର ସଂପୂର୍ଣ୍ଣ ଠିକଣା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |