ମଧୁର ବିଳାସ

ଧୀରେଧୀରେ ଜହ୍ନ ଉଠି ଆସୁଥାଏ ମଝି ଆକାଶକୁ । ଅଜୟ ଆଖିରେ ନିଦ ନାହିଁ । ଶ୍ରାବଣ ଆକାଶର ଖଣ୍ଡଖଣ୍ଡ ଭସା ବଉଦ ସାଙ୍ଗରେ ଲୁଚକାଳି ଖେଳୁଥାଏ ସେ । ରାତିର ନିଶବ୍ଦତାକୁ ଚିରି ଝୁନିର ଖଣ୍ଡିକାଶ ଭାସି ଆସୁଥାଏ । ତେବେ ଝୁନି କ'ଣ ଶୋଇନି ଏତେ ରାତିଯାଏ ?


ସେବଅପା । ଗାଁର ଅପା । ଅଜୟର ଗାଁର ପ୍ରତିଟି କାନ୍ଥରେ ଲେଖା ସ୍ନେହ, ଶରଧାର ଓ ଭଲପାଇବାର କମକୁଟ ଅଲିଭା ଝୋଟିଚିତା । କୃତଘ୍ନ ମଣିଷମାନେ ହୁଏତ ଭୁଲିଯାଇ ପାରନ୍ତି ତାକୁ ହେଲେ ଅଜୟ କେବେ ଭୁଲିପାରିନି କି ପାରିବନି ତା ଅପାସାେରା ସ୍ନେହାନୁରାଗକୁ, ତା ଆପଣାପଣର ଛିଦ୍ରହୀନ ଅନୁରାଗକୁ । ତା ବୟସର ଓ ତାଠୁ ଟିକେ ବଡ଼ ଓ ସାନ ପିଲା ସମସ୍ତଙ୍କୁ ସେ ନିଜର

To continue reading "ମଧୁର ବିଳାସ", login now.

This page has been protected for subscriber only.

Report an Error