କାତ ଧରି ଧୀରେ ନାଉରୀ...

ଅଜୟ ଡଙ୍ଗାରେ ଚଢିଲା । ପଛରେ ରହିଗଲେ ମା' କାଳିଜାଈ । ଭାରି ପ୍ରତ୍ୟକ୍ଷ ଦେବୀ ସେ । ଅଜୟ ଦୁଇହାତ ଯୋଡ଼ି ଆଉଥରେ ପ୍ରଣାମ କଲା ତାଙ୍କ ଉଦ୍ଦେଶ୍ୟରେ । ତାକୁ ଦେଖି ଅନ୍ୟମାନେ ବି ହାତ ଯୋଡ଼ିଲେ... ।


ଫଟୋ - ଓଡିଶା ପର୍ଯ୍ଯଟନ
ଅଜୟ ଖୁବ୍ ଏନ୍‌ଜୟ କଲା ଚିଲିକାକୁ । ତା ନୀଳଜଳରାଶିରେ ଭାସି ଭାସି ଯାଉଥିବା ଡଙ୍ଗା, ଅଥଳଥଳ ପାଣିରେ ନିଖୋଜ୍ ହେଇ ପୁଣି ମୁଣ୍ଡ ଟେକୁଥିବା ସେ ଟୋପି ଟୋପିକା ଚିତ୍ର ବିଚିତ୍ର ଚଢ଼େଇ, ଦୂର ଦିଗ୍‌ବଳୟ ସେପାରି ଗାଁ, ନାଁ ଅଜଣା ପକ୍ଷୀଙ୍କ ଗୀତ । ତାର ଇଚ୍ଛା ହେଉଥିଲା ବଡପାଟିରେ ଗାଇବାକୁ ଭାସିଯାଆ ମୋର କାଗଜ ଡ଼ଙ୍ଗା ନହେଲେ କାତ ଧରି ଧୀରେ ନାଉରୀ... । ହେଲେ

To continue reading "କାତ ଧରି ଧୀରେ ନାଉରୀ...", login now.

This page has been protected for subscriber only.

Report an Error