ଧାରେ ଆଲୁଅ, ପାଦେ ରାସ୍ତା

ଅଜୟ, ରମା ଢୋକେ ଚା' ପାଟିକୁ ନେଇଛନ୍ତି କି ନାହିଁ ସେ ଚୁଲିରେ ଜାଳ ମୁହାଁଇ ଦେଉ ଦେଉ କହିଲା - ‘ଚା' କେମିତି ହେଇଛି ? ଆମେ ତ ଗାଉଁଲି ଲୋକ ସହରୀ ଲୋକଙ୍କୁ ଖୁସି କରେଇ ପାରିବୁ କୋଉଠି ?’


ଦିକ୍‌ଦିକ୍ ହେଇ ଜଳୁଛି ଲଣ୍ଠନ । ଗୋଟେ ନୁହେଁ ଦିଇଟା ନୁହେଁ ଏକାଥରେ ସାତ ଆଠଟି ଲଣ୍ଠନ । ବିଛାଡ଼ି ପଡ଼ୁଛି ଆଲୁଅ । ଶେଷ ଶୀତର ସଂଜୁଆ ବାଆରେ ବିଭିନ୍ନ ଭଂଗୀରେ ଖେଳୁଛି ଲଣ୍ଠନର ଶିଖା । ଚାଦର ଘୋଡ଼ି ହୋଇ ବସିଛନ୍ତି ଦିବ୍ୟସିଂହ ମାଷ୍ଟ୍ରେ । ପ୍ରାୟ ସମସ୍ତେ ଆସି ସାରିଲେଣି ଟିଉସନ୍‌କୁ । ପାଠପଢ଼ା ଆରମ୍ଭ ଉପରେ । ଅଜୟ ଉଣ୍ଡୁଥାଏ ବାହାରକୁ । ଏ

To continue reading "ଧାରେ ଆଲୁଅ, ପାଦେ ରାସ୍ତା", login now.

This page has been protected for subscriber only.

Report an Error