ବେଷ୍ଟ୍‌ ଫ୍ରେଣ୍ଡ୍‌

ସେଦିନ ମହାଦେବ ପୋଖରୀରୁ ଛାଣି ଆଣିଲାବେଳକୁ ମାନୀଦେଈର ଗୋରାଦେହ ଶେଥା ପଡ଼ିଯାଇଥିଲା । ବେକରେ ରଶି ଦାଗ ବି ଥିଲା । ଗାଁ ଲୋକେ କିଏ କେତେ ପ୍ରକାର କଥା ହଉଥିଲେ ।


ନେଳିନେଳି ଧାନଗଛ ଉପରେ ବୋହୁଥିଲା ଭୋଦୁଅ ପବନ । ଓସ୍ତଗଛ ଛାଇରେ ଚୁଟି ଖେଳାଇ ବସିଥିଲା ମାନୀ ଦେଈ । କେବେଠୁ ଯଦିଓ ଜମିଦାରୀ ଉଚ୍ଛେଦ ହେଇ ସାରିଥିଲା ମାତ୍ର ଅଜୟଙ୍କ ଗାଁର ମହାପାତ୍ରଘରୁ ଉଡ଼ି ଯାଇନଥିଲା କର୍ପୂର ବାସ୍ନା । ପୋଡ଼ାକନାରୁ ବି ଅନେକ ସମୟରେ ଚହଟେ ସେ ବାସ୍ନା । ଆଜି ବି ମହାପାତ୍ର ଘରର ସେ ବିସ୍ତୀର୍ଣ୍ଣ ଚଉପାଢି ଉପରକୁ ଚଢିବା ଗାଁର ଅନେକ ଲୋକଙ୍କ

To continue reading "ବେଷ୍ଟ୍‌ ଫ୍ରେଣ୍ଡ୍‌", login now.

This page has been protected for subscriber only.

Report an Error