ଅଲିଭା ସବୁଜିମା

ଗାଁରେ ଆଲୁଅର ମେଲଣ ଚାଲିଥିବାବେଳେ ରଂଗ'ପା ତା ମାମୁଁର ହାତ ଧରି ହଜିଗଲା ଅନ୍ଧାରରେ । ପ୍ରତି ହୋଲିରେ ଗାଁକୁ ଗଲେ ଅଜୟର ମନେପଡ଼େ ରଂଗ'ପା କଥା । ସେ ତା ଆଣ୍ଠୁ ଉପରୁ କପଡ଼ା ଟେକି ଦେଖେ ସେଦିନର ସେ ଗହୀରା କ୍ଷତର ଦାଗକୁ ।


ଅଜୟ କେବେ ବି ଦେଖିନି ରଂଗକୁ କାନ୍ଦକାନ୍ଦ ମୁହଁରେ । ଈଶ୍ୱରଙ୍କ ଗଢ଼ଣବେଳର ତ୍ରୁଟି ଯୋଗୁଁ ରଂଗର ଜୀବନ ସିନା ବିବର୍ଣ୍ଣ ହେଲେ ତାକୁ ନେଇ ସେ କେବେ ବି ବିବଶ କି ନିରାଶ ନଥିଲା ଭଳି ଲାଗେ । ରଂଗର ଶାରିରୀକ ଗଠନ ଖୁବ୍ ସୁନ୍ଦର ହେଲେ ବି ଟିକେ ଦାନ୍ତୁରୀ ଓ ଅସମ୍ଭବ ଭାବେ ନିର୍ବୁଦ୍ଧିଆଣୀ । କୌଣସି କାମକୁ ସେ ଢଙ୍ଗରେ କରି ପାରେନି ।

To continue reading "ଅଲିଭା ସବୁଜିମା", login now.

This page has been protected for subscriber only.

Report an Error