ସିନେମା ପୋଷ୍ଟର: ବିଲୁପ୍ତ ହେବାକୁ ବସିଥିବା ଏକ କଳା!

ସିନେମା ପୋଷ୍ଟର ନିର୍ମାଣକୁ ଏକ ସୃଜନଶୀଳ କଳା ଭାବରେ ଆମେ ପ୍ରାୟତଃ ଆଲୋଚନା କରିନଥାଉ । ହେଲେ ଗୋଟେ ସମୟରେ ପୃଥିବୀର ବହୁ ବିଖ୍ୟାତ ଚିତ୍ରଶିଳ୍ପୀ ସିନେମା ପୋଷ୍ଟର ନିର୍ମାଣରୁ ନିଜର ଜୀବିକା ଆରମ୍ଭ କରିଥିଲେ । ଡିଜିଟାଲ ଯୁଗରେ ପ୍ରାୟ ବିଲୁପ୍ତ ଏହି କଳା ସମ୍ପର୍କରେ ଏଇ ରଚନା ।


ଫଟୋ - ୱିକି ମିଡିଆ କମନ୍ସ
ଏଇ ଅଳ୍ପ ଦିନ ତଳେ ଏକ ପ୍ରାମାଣିକ ଚଳଚ୍ଚିତ୍ରରୁ ଅଷ୍ଟ୍ରିଆ ଜନ୍ମିତ ତଥା ବର୍ଲିନ ବାସିନ୍ଦା ଫିଲ୍ମ ପୋଷ୍ଟର ପେଣ୍ଟର ଗୋଜ୍ ଭାଲିଏନଙ୍କ ସମ୍ପର୍କରେ ଜାଣିବାକୁ ପାଇଲି । ନିଜର ପ୍ରାୟ ୩୦ ବର୍ଷର (୧୯୯୨ ମସିହାରୁ) କ୍ୟାରିଅର ଭିତରେ ସେ ଆଙ୍କିଛନ୍ତି ପ୍ରାୟ ୨୦୦୦ ଫିଲ୍ମ ପୋଷ୍ଟର । ଭାଲିଏନ କହନ୍ତି ଯେ, ସେ ଯେକୌଣସି ପୋଷ୍ଟର ଆଙ୍କିବା ପୂର୍ବରୁ ସେ ନେଇ ବିଶେଷ କିଛି ଯୋଜନା ପ୍ରସ୍ତୁତ

To continue reading "ସିନେମା ପୋଷ୍ଟର: ବିଲୁପ୍ତ ହେବାକୁ ବସିଥିବା ଏକ କଳା!", login now.

This page has been protected for subscriber only.

Report an Error