ଭାରତୀ ଚକ୍ରଙ୍କ 'ଲଫାପା': ଜୀବନର ଗହନ, ନିବିଡ଼ ଅନୁଭବ

ଭାରତୀର କବିତା ସବୁ ନିତିଦିନିଆ ଜୀବନ ଭିତରେ ସେ ଭେଟିଥିବା/ଭେଟୁଥିବା ନିଚ୍ଛକ ଅନୁଭବମାନଙ୍କୁ ନେଇ । ତେଣୁ ସେସବୁକୁ ପଢ଼ିବାବେଳେ ସେଗୁଡିକ ହୃଦୟକୁ ଛୁଇଁ ଯା'ନ୍ତି ସହଜରେ, ସାବଲୀଳ ଭାବରେ । ବାକି ବିଚାର ପାଠକଙ୍କ ଉପରେ ।


କବିତା ସଂକଳନ: ଲଫାପା, କବି : ଭାରତୀ ଚକ୍ର, ପ୍ରକାଶକ: ଏଥେନା ବୁକ୍ସ, ପୃଷ୍ଠା ସଂଖ୍ୟା: ୯୬
ଉତ୍ସବ ଆରମ୍ଭରୁ ହିଁ ମୁଁ ମନେମନେ ଭାବୁଥିଲି, ଭାରତୀ ତା' କବିତା ସଙ୍କଳନର 'ବାପା' କବିତାଟି ଏଠି ନ ପଢ଼ନ୍ତା କି (ଏଠାରେ କହି ରଖେ ଯେ, ମୁଁ ସେ କବିତାଟି ଆଗରୁ ପଢ଼ି ସାରିଥିଲି) । କିନ୍ତୁ ଭିତରେ ଭିତରେ ସ୍ଥିର ନିଶ୍ଚିତ ଥିଲି ଯେ, କବିତାଟି ସେ ପଢିବ ହିଁ ପଢିବ । ଆଉ ସତକୁ ସତ ଉନ୍ମୋଚନ ପରେ ଯେତେବେଳେ ତାକୁ ନିଜ ବହିର କେତୋଟି

To continue reading "ଭାରତୀ ଚକ୍ରଙ୍କ 'ଲଫାପା': ଜୀବନର ଗହନ, ନିବିଡ଼ ଅନୁଭବ", login now.

This page has been protected for subscriber only.

Report an Error