ଇତିହାସ

ଇତିହାସ ବଦଳାଇବାର ପାଗଳ ଉଦ୍ୟମ ଆଗରେ ଗୋଟେ ନିରୀହ କୁନି ଚିତ୍ରକର ଠିଆ ହୋଇଛି ସତ୍ୟର ରଙ୍ଗ ଓ ତୂଳୀ ନେଇ । ସମସାମୟିକ ଜୀବନ ଓ ସମାଜକୁ ନେଇ ଏ ଏକ ଚମତ୍କାର କଟାକ୍ଷ ।


ଶିରରେ ଶିରପା, କାନ୍ଧରେ ରେଶମୀ ଉତ୍ତରୀୟ, ମୁହଁରେ ସନ୍ୟାସୀସୁଲଭ ଶ୍ମଶ୍ରୁ ! ଏମିତି ବେଶ - ପରିପାଟୀରେ ସେମାନେ ଆସିଲେ ଆଉ ସଦର୍ପେ ଘୋଷଣା କଲେ: ଏବେ ଆମ ଭୂଖଣ୍ଡର ଇତିହାସ ବଦଳିବା ଚାହି ! ବହୁତ ହେଲା ସହନଶୀଳତା ! ବହୁତ ଦେଖିଲୁ ଭୀରୁତା ! ଖୁବ୍ ଅନ୍ୟାୟ ସହିଛି ଆମ ଭୂମି,

To continue reading "ଇତିହାସ", login now.

This page has been protected for subscriber only.

Report an Error