ଭଲପାଇବାର ଖେଳ !

ଭଲପାଇବା ବି ଗୋଟେ ପ୍ରକାର ଅତ୍ୟାଚାର ଓ ଅହଂକାର । ଆମ ସମାଜର ଛାତି ଉପରେ ଏ କବିତା ଏକ ଅଦମ୍ୟ ପ୍ରଶ୍ନବାଚକ ।


ପ୍ରତିଦିନ ରାତିରେ ସେ ବିଛଣାକୁ ଆସିବା ମାତ୍ରେ ଇ ସେ ଲୋକଟା ଝାମ୍ପି ପଡୁଥିଲା ତା' ଉପରେ ଆଉ ଆରମ୍ଭ କରି ଦେଉଥିଲା ଗୋଟେ ଖେଳ ! ଭଲପାଇବାର ଖେଳ ! ଦିନ ତମାମର କ୍ଳାନ୍ତିରେ ଦେହ ତା'ର ଥକ୍କା ପଡ଼ି ଆସିବାବେଳକୁ ଲୋକଟା ଆହୁରି ବେଗରେ ହିଂସ୍ର ହୋଇ ପଡୁଥିଲା, ତା'ର ମୁଦି

To continue reading "ଭଲପାଇବାର ଖେଳ !", login now.

This page has been protected for subscriber only.

Report an Error