ଦନ୍ତାହାତୀ ଓ ସ୍ୱର୍ଣ୍ଣପଦକ

ସ୍ମୃତିକଥା କେବଳ ଗୋଟେ ନିର୍ଦ୍ଦିଷ୍ଟ ଜୀବନ କାହାଣୀ କହେ ନାହିଁ, ଏହା ନିଜ ସମୟର ସଙ୍କେତମାନଙ୍କୁ ମଧ୍ୟ ପ୍ରକଟିତ କରିଥାଏ । ପ୍ରସନ୍ନ କୁମାର ହୋତାଙ୍କ ସ୍ମୃତିକଥାରେ ଆମେ ସମୟର ସେଇ ସଙ୍କେତମାନଙ୍କୁ ଦେଖିଚାଲିଛୁ ।


ଫଟୋ - ୱିକି କମନ୍ସ
୧୯୭୯ ମସିହାର ଜୁନ୍ ମାସରେ ମୋର କଟକ ଜିଲ୍ଲାରେ କଲେକ୍ଟର ଭାବରେ ନିଯୁକ୍ତି ହେଲା । ମୁଖ୍ୟମନ୍ତ୍ରୀ ମାନନୀୟ ନୀଳମଣି ରାଉତରାୟ ମୋର ମୟୁରଭଞ୍ଜ କଲେକ୍ଟର ହେବାର ଇଚ୍ଛାକୁ ପିଲାଳିଆମି ଭାବି ସମ୍ମାନଜନକ ବୃହତ୍ କଟକ ଜିଲ୍ଲାର ଜିଲ୍ଲାପାଳ କରି ମତେ ନିଯୁକ୍ତ କରିଦେଲେ । ୧୯୮୦ରେ ନିର୍ବାଚନରେ ଜନତା ଦଳ କେନ୍ଦ୍ରରେ ଆଭ୍ୟନ୍ତରୀଣ ବିବାଦ ହେତୁ ଦୁର୍ବଳ ହୋଇଗଲା । କେନ୍ଦ୍ରରେ କଂଗ୍ରେସ ସରକାର ବହୁମତରେ ଆସିଗଲେ ।

To continue reading "ଦନ୍ତାହାତୀ ଓ ସ୍ୱର୍ଣ୍ଣପଦକ", login now.

This page has been protected for subscriber only.

Report an Error