ମୁଖ୍ୟମନ୍ତ୍ରୀ ଓ ସିନେମା ଦେଖା

ଇଏ ବରିଷ୍ଠ ପ୍ରଶାସକ ପ୍ରସନ୍ନ କୁମାର ହୋତାଙ୍କ ସ୍ମୃତିରୁ ଖିଏ । ପ୍ରସନ୍ନ ବାବୁ ଗପ ଲେଖନ୍ତି ଓ ଜୀବନକୁ ଗପ ପରି କହି ପାରନ୍ତି ।


ଜୀବନ ଦୁଃଖସୁଖରେ ଭରା । ଆଇ.ଏ.ଏସ୍ . ଅଫିସର ହେଲେ କିଛି କାଇଦା କଟକଣା ଭିତରେ ଚଳିବାକୁ ହୁଏ । କେତେକ ଚାକିରିରେ କିଛି ବିସ୍ମୟକର ଘଟଣା ବି ଘଟେ । ଏବେ ଭାବିଲେ ସତରେ ଏପରି ଘଟଣା ଘଟିଥିବା ପରି ନିଜର ବି ବିଶ୍ୱାସ ହୁଏ ନାହିଁ, ପାଠକମାନେ ଏବେ ପଢ଼ି କିପରି ବିଶ୍ୱାସ କରିବେ ! କିନ୍ତୁ ବେଳେବେଳେ ଜୀବନ ଗୋଟାଏ ସର୍କସ ପରି ହୋଇଯାଏ; ନିଜେ

To continue reading "ମୁଖ୍ୟମନ୍ତ୍ରୀ ଓ ସିନେମା ଦେଖା", login now.

This page has been protected for subscriber only.

Report an Error