ଛାତ୍ର ଆନ୍ଦୋଳନ

ସ୍ମୃତିକଥା କେବଳ ଗୋଟେ ନିର୍ଦ୍ଦିଷ୍ଟ ଜୀବନ କାହାଣୀ କହେ ନାହିଁ, ଏହା ନିଜ ସମୟର ସଙ୍କେତମାନଙ୍କୁ ମଧ୍ୟ ପ୍ରକଟିତ କରିଥାଏ । ବିଶିଷ୍ଟ ପ୍ରଶାସକ ଓ କଥାକାର ପ୍ରସନ୍ନ କୁମାର ହୋତାଙ୍କ ସ୍ମୃତିକଥାରେ ଆମେ ସମୟର ସେଇ ସଙ୍କେତମାନଙ୍କୁ ଦେଖିଚାଲିଛୁ ।


ଫଟୋ - ବାଟୋଇ ସ୍ପେସ
ଛାତ୍ରମାନେ ବିଶିଷ୍ଟ ଗୋଷ୍ଠୀ । ଭାରତର ଗଣତାନ୍ତ୍ରିକ ରାଜନୀତି କଲେଜ ଛାତ୍ରଗୋଷ୍ଠୀଙ୍କୁ ରାଜନୈତିକ ଆୟୁଧରେ ପରିଣତ କରି ଦେଇଛି । ମଜାରେ କୁହାଯାଏ ଯେ ପ୍ରତ୍ୟେକ ନେତାଙ୍କର ଆତ୍ମପ୍ରଚାର ପାଇଁ କିଛି ଟୋକା ଓ ବୋକା ଦରକାର । କଲେଜ ଛାତ୍ର ଏକ ସହଜଲବ୍ଧ ଓ ସଂଘବଦ୍ଧ ଗୋଷ୍ଠୀ । ‘ଛାତ୍ର ଏକତା ଜିନ୍ଦାବାଦ’-ଏହି ସ୍ଲୋଗାନ ବର୍ତ୍ତମାନ ସର୍ବବ୍ୟାପୀ । ବୋଧହୁଏ ସବୁକାଳେ ଥିଲା । ପ୍ରଶାସନ ପାଇଁ କିନ୍ତୁ

To continue reading "ଛାତ୍ର ଆନ୍ଦୋଳନ", login now.

This page has been protected for subscriber only.

Report an Error