ରବିନାରାୟଣ ଦାସ: ଏକ ଅପୂର୍ବ ବ୍ୟକ୍ତିତ୍ୱ

ରବିନାରାୟଣ ଦାସ ଥିଲେ ଜଣେ କାଳଜୟୀ ଦକ୍ଷ ପ୍ରଶାସକ ଏବଂ ସ୍ନେହର ଅମାପ ଓ ଅସରନ୍ତି ଭଣ୍ଡାର । ଉତ୍କଳ ବିଶ୍ୱବିଦ୍ୟାଳୟରେ ରବି ଦାସ ଚେୟାର ଅଫ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଆରମ୍ଭ ହେବା ଉଚିତ୍।


ଫଟୋ - ପ୍ରଶାନ୍ତ ପଟ୍ଟନାୟକ
୧୯୫୯ ସୁଦ୍ଧା ଓଡ଼ିଆ ଆଇ.ଏ.ଏସ୍ ଅଫିସର ହାତଗଣତା ଥିଲେ । ଶ୍ରୀଯୁକ୍ତ ରବିନାରାୟଣ ଦାସ ସେହିବର୍ଷ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ପ୍ରଦର୍ଶନ କରି ଓଡ଼ିଶାରେ ଆଇ.ଏ.ଏସ୍. ଅଫିସର ହିସାବରେ ନିଜ ପ୍ରଶାସନିକ କର୍ମଜୀବନ ଆରମ୍ଭ କଲେ । ତା’ ପୂର୍ବରୁ ଅବଶ୍ୟ ସେ କିଛିସମୟ ଛାତ୍ରପ୍ରିୟ ଅଧ୍ୟାପକ ହିସାବରେ ସୁନାମ ଅର୍ଜନ କରିସାରିଥିଲେ । ଜନ୍ମ, ଆଇ.ଏ.ଏସ୍. ହେବା ଏବଂ ତା’ପରେ କାଳର କବଳରେ ମୃତ୍ୟୁ ବରଣ କରିବା

To continue reading "ରବିନାରାୟଣ ଦାସ: ଏକ ଅପୂର୍ବ ବ୍ୟକ୍ତିତ୍ୱ", login now.

This page has been protected for subscriber only.

Report an Error