ବ୍ୟାସ କବି ଫକୀର ମୋହନଙ୍କ ଜନ୍ମ ଦିବସ ଉପଲକ୍ଷେ

ଆଜି ଓଡିଆ ସାହିତ୍ଯର କ୍ରାନ୍ତି ପୁରୁଷ ଫକୀର ମୋହନଙ୍କ ଜନ୍ମଦିନ । ତାଙ୍କ ଜୀବନ ଓ ସାହିତ୍ୟକୁ ଦେଖିବାର ଓ ପରଖିବାର ଏକ ଅଭିନବ ପ୍ରୟାସ ଏ ନିବନ୍ଧରେ ରହିଛି । ଫକୀର ମୋହନଙ୍କ ଦୃଷ୍ଟି ଓ ଦର୍ଶନକୁ ତାଙ୍କ ଉତ୍ତରସୂରୀ ବାମାଚାରଣ ମିତ୍ରଙ୍କ ଦର୍ପଣରେ ଦେଖିବାର ଇଏ ଏକ ଚମତ୍କାର ସାହସ ।


**(ମାନନୀୟ ବାମାଚରଣ ମିତ୍ରଙ୍କୁ କ୍ଷମା ମାଗି । ମିତ୍ରଙ୍କ ଗଳ୍ପରେ ମିମି ଗୋଟିଏ ଅବାଧ୍ୟ୍ୟ ଶିଶୁ; ସେ ତା' ବାପା ପଢ଼ାଉଥିବା ସାହିତ୍ୟ ନବୁଝି ତା' ପୋଷା ବିରାଡ଼ିର ସଂଗେ ଖେଳୁ ଥାଏ । ଏବଂ ଶେଷରେ 'କବି' କିଏ, 'ସଭା' କଣ, ପଚାରି ତା' ନିରୀହତାରେ ଜଗନ୍ନାଥଙ୍କୁ ଚର୍ଚ୍ଚା ଭିତରକୁ ଟାଣି ଆଣେ । ମୁଁ ସାହିତ୍ୟ ଜଗତରେ ସେହି ମିମି ପରି ଅବୋଧ ।)** **ବ୍ୟାସ କବି ଓ

To continue reading "ବ୍ୟାସ କବି ଫକୀର ମୋହନଙ୍କ ଜନ୍ମ ଦିବସ ଉପଲକ୍ଷେ", login now.

This page has been protected for subscriber only.

Report an Error