କୁମ୍ଭୀର

ନୂଆ ପ୍ରଜନ୍ମର ଓଡିଆ କବିତାରେ ସରଳତାର ଚିତ୍ର ଇ ସବୁଠୁ ବଡ ଆକର୍ଷଣ । କବିତା ଆମ ସମୟର ବକ୍ରରେଖାକୁ ସରଳ, ସହଜ କିନ୍ତୁ କଳାତ୍ମକ ଶୈଳୀରେ କହିବାର ପ୍ରୟାସ କରୁଛି । ପ୍ରଜ୍ଞାପ୍ରଭା କୁଅଁରଙ୍କ କବିତା ବୁଆ ସମୟର ସଙ୍କେତ । ଶାଣିତ ବ୍ୟଙ୍ଗ ଓ ତୀବ୍ର ପ୍ରତିବାଦର ଏ କବିତା ।


ସମ୍ପାଦିତ ଚିତ୍ର: ୱିକି କମନ୍ସ
ଗୋଟାଏ ଜିଦ ତମର କବିତାଟେ ଲେଖ, କବିତାଟେ ଲେଖ ହଉନି, କୋଉଠୁ ଲେଖିବି କେତେ ଆଉ କହିବି ଶୁଣିଛ, କୋଉ ଜଣେ ହିରୋ କହିଥିଲେ "କବିତା ନଳର ପାଣି ନୁହେଁ ଯେ ଖୋଲିଦେଲେ ବାହାରିଯିବ" ତମେ କୋଉ କଥା ଶୁଣ ଯେ ? ଆରେ ବାବୁ !

"କୁମ୍ଭୀର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ