ଅକ୍ଟୋବର ୨୯ ଆସିଲେ ମନେ ପଡେ

୨୯ ଅକ୍ଟୋବର - ଓଡିଆ ଜାତିର ଜୀବନରେ ଏକ ଭୟାନକ ଛାତିଥରା ତାରିଖ । ୧୯୯୯ ମସିହାରେ ଓଡିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିବା ମହାବାତ୍ୟା ଆମ ସମୟର ସବୁଠୁ ବଡ ବିପର୍ଯ୍ଯୟ । ମହାବାତ୍ୟାର ସ୍ମୃତିରେ ।


ସେ ରୁମଟିର ନାଁ ‘କୁନା ଘର’ ନହେଲେ ‘ଭାଇନା ଘର’ । ଘର ତିଆରି ସରିଲାବେଳକୁ ମୋର ପଞ୍ଚମ ଶ୍ରେଣୀ । ମୁଁ ବଡ଼ ପୁଅ, ନିଜ ପାଇଁ ଅଲଗା ରୁମଟିଏ ହାତେଇ ନେବା କଷ୍ଟକର ନଥିଲା । ତା ଭିତରକୁ ବାପା, ବୋଉ ଓ ମୋ ଛଡା କାହାର ପ୍ରବେଶ ନଥିଲା କି ଏବେ ବି ନାହିଁ । ଆଜି ବି ସେ ରୁମଟି ତାଲା

To continue reading "ଅକ୍ଟୋବର ୨୯ ଆସିଲେ ମନେ ପଡେ", login now.

This page has been protected for subscriber only.

Report an Error