ଡାହାଣୀ

ସରକାରୀ ପରିସଂଖ୍ୟାନ ଅନୁସାରେ ୨୦୦୦ ରୁ ୨୦୧୬ ମସିହା ଭିତରେ ଭାରତରେ ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୨୫୦୦ ମହିଳା ଡାହାଣୀ ସନ୍ଦେହରେ ହତ୍ୟାର ଶିକାର ହେଇଛନ୍ତି । ଏହା ସରକାରୀ ତଥ୍ୟ । ସରକାରୀ ବା ପ୍ରକୃତ ସଂଖ୍ୟା ଏହାଠାରୁ ବହୁତ ଅଧିକ ହେଇପାରେ ।


ଫଟୋ - ୱିକି କମନ୍ସ
କିଓ କାରପିନ୍ ତେଲ ହେଉ କି ସାବୁନ୍, ଆମ ପିଲାବେଳେ ସାରା ବର୍ଷ ଯଦି ଏ ଦୁଇଟି ଜିନିଷ କାହା ଘରେ ମିଳୁଥିଲା ସେଇଟି ହେଲା ନିଶା ବଡବୋଉ ଘର । ଗାଁରେ କାହା ଘରେ ଜୋଇଁ ଡାକରା ଥିଲେ, ଶଂଖ ବାସନ, ଆସନ, ଜୋଇଁ ବସିବା ପାଇଁ ଚଉକି ଯାଏ ବଡବୋଉ ଘରୁ । ଝିଅ ବାହାଘର ପୂର୍ବରୁ ଲୁଗାପଟା ତାକୁ ଥରେ ଦେଖେଇ ଦେବା ଯେମିତି

To continue reading "ଡାହାଣୀ", login now.

This page has been protected for subscriber only.

Report an Error