ସେଠି ଗୋଟେ ଗାଁ ଥିଲା

ଆରାମରେ ରହିବାର, ବିଜ୍ଞାନର ଉଦ୍ଭାବନକୁ ଉପଭୋଗ କରିବାର, ଆଧୁନିକ ସୁବିଧା ସୁଯୋଗର ଲାଭ ଉଠେଇବାର ଅଧିକାର କେବଳ ମେଟ୍ରୋ କି ସହରରେ ରହୁଥିବା ଲୋକଙ୍କର ନୁହେଁ । ଏ ସମସ୍ତ ସୁବିଧା ସୁଯୋଗ ଗାଁରେ ପହଞ୍ଚିବା ଦରକାର ।


ଫଟୋ - ୱିକି କମନ୍ସ
ଦିନ ଥିଲା, ସେଠି ଗୋଟେ ଗାଁ ଥିଲା । ଦିନ ଥିଲା ମାନେ ଏମିତି ନୁହେଁ ଯେ ପାଂଶହ କି ହଜାରେ ବର୍ଷ ତଳେ । ଏଇ କୋଡିଏ ପଚିଶ ବର୍ଷ ତଳେ ମ, ଯେତେବେଳେ ମୁଁ ସ୍କୁଲରେ ପଢୁଥିଲି । କାଦୁଅ ସରସର ମାଟି ରାସ୍ତାର ଦୁଇ କଡରେ ଧାଡିକି ଧାଡି ନଡା ଛପର ଘର । ସେଇ ଘରଗୁଡିକ ଭିତରେ ଚିହ୍ନା ମୁହଁ ନୁହେଁ, ରହୁଥିଲେ ମଧୁଆଦି,

To continue reading "ସେଠି ଗୋଟେ ଗାଁ ଥିଲା", login now.

This page has been protected for subscriber only.

Report an Error