ଆଚରଣର ସଞ୍ଚରଣ

ଜହ୍ନରେ ବି ଖୁଣ ଅଛି, ଆମ ଭିତରେ ବି ରହିବ। ତାପରେ ଚବିଶ କ୍ୟାରେଟ ସୁନାରେ କଣ ଅଳଙ୍କାର ଗଢି ହୁଏ ? ହେଲେ ଆମ ଆଚରଣରେ ଜ୍ୟୋତ୍ସ୍ନା ଅଧିକ ରହିଲେ, ସୁନାର ଭାଗ ଅଧିକା ରହିଲେ, ଆମ ପିଲାମାନଙ୍କୁ ଆମେ ଉତ୍ତରାଧିକାରରେ ଦେଇପାରିବା ଗୋଟେ ଉଜ୍ଜ୍ୱଳ ଓ ସୁନ୍ଦର ଭବିଷ୍ୟତ।


କଥା ୧୯୮୮ କି ୮୯ର । ଧୁଳ ମଉସା ସେତେବେଳେ ଥାଆନ୍ତି ହଂସୁରା ହାଇସ୍କୁଲର ପ୍ରଧାନଶିକ୍ଷକ । ମାଟ୍ରିକ ପରୀକ୍ଷା ସମୟ । ତାଙ୍କର ଜଣେ ଦୂର ସମ୍ପର୍କୀୟ ବିନି ନାନୀଙ୍କର ସେଣ୍ଟର ପଡିଥାଏ ହଂସୁରା ହାଇସ୍କୁଲରେ । ବିନି ନାନୀଙ୍କ ବାପା ତାଙ୍କୁ ଆଣି ଧୁଳ ମଉସାଙ୍କ ଘରେ ଛାଡି ଦେଇଗଲେ । ବିନି ନାନୀ ମଉସାଙ୍କ ଘରେ ରହି ମାଟ୍ରିକ ପରୀକ୍ଷା ଦେବ । ସେଣ୍ଟର ସୁପରିଟେଣ୍ଡେଣ୍ଟ

To continue reading "ଆଚରଣର ସଞ୍ଚରଣ", login now.

This page has been protected for subscriber only.

Report an Error