ପେଶାଦାର ଜୀବନ ଓ ସମ୍ପର୍କର ପରିବର୍ତ୍ତିତ ପରିଭାଷା

ସମୟ, ସୁବିଧା, ପରିବେଶ, ସୁଯୋଗ ବଦଳିଛି, ସେଇ ଅନୁସାରେ ବଦଳିଛି କର୍ମମୟ ଜୀବନ ଓ ତା ସହ ଖାପ ଖୁଆଇବା ପାଇଁ ଆବଶ୍ୟକ ମାନସିକତା । ତାଙ୍କ ସମୟ ଓ ପରିସ୍ଥିତି ଅନୁସାରେ ବାପା ଠିକ ଥିଲେ ଓ ବୋଧେ ଆମ ପରିସ୍ଥିତି ଅନୁସାରେ ଆମେ ।


ଫଟୋ - ୱିକିମିଡିଆ କମନ୍ସ
ଆମେରିକା, ୟୁରୋପୀୟ ଦେଶ ସମୂହ ସହ ଭାରତର ଅର୍ଥନୀତି ବି ସେତେବେଳେ ମାନ୍ଦାବସ୍ଥା ଦେଇ ଗତି କରୁଥାଏ । କଥାଟି ଦିଲ୍ଲୀରେ ମୋ ଚାକିରି ଆରମ୍ଭ କରିବା ସମୟର । ଅର୍ଥନୈତିକ ମାନ୍ଦାବସ୍ଥାର ସବୁଠାରୁ ବଡ଼ ଶିକାର ଥିଲେ ଭାରତୀୟ ଆଇଟି ଓ ଅନଲାଇନ କ୍ଷେତ୍ର । ଏବେ ସିନା ଭାରତରେ ଫୁଟଣ କିଣିବା ପାଇଁ ବି 'ଡଟ କମ’ର ମେଳା, ଦଶ ବର୍ଷ ତଳେ ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ

To continue reading "ପେଶାଦାର ଜୀବନ ଓ ସମ୍ପର୍କର ପରିବର୍ତ୍ତିତ ପରିଭାଷା", login now.

This page has been protected for subscriber only.

Report an Error