ଖୁସି ଚୋର

ସବୁ ସମ୍ପର୍କ, ସବୁ ବ୍ୟସ୍ତତା, ସବୁ ଜଞ୍ଜାଳ ଭିତରୁ ନିଜ ପାଇଁ ଧାପେ ଖୁସି ଚୋରେଇ ନେବା ଗୋଟେ ମାଷ୍ଟର ଆର୍ଟ । ସେଇ କଳାଟିକୁ ଥରେ ହାତେଇ ନେଲେ ନିଃସଙ୍ଗତା, ଦୁଃଖ, ବାମନ ହେଇଯାନ୍ତି, ନିଜ ଭାଗର ଆୟୁଷ ବଞ୍ଚିହୁଏ ଅପେକ୍ଷାକୃତ ସହଜ ଓ ସରଳ ଭାବେ, ଖୁସିରେ ।


ଫଟୋ - ୱିକି କମନ୍ସ
ତାଂକୁ ଦେଖିଲାବେଳଠୁ ହିଁ ଲାଗୁଥିଲା ଯେ ସେ ଜଣେ ସାଧାରଣ ଡ୍ରାଇଭର ନୁହନ୍ତି । ବୟସ ଷାଠିଏ ପାଖାପାଖି ହେବ, ପୋଷାକ ପରିପାଟୀ ମାର୍ଜିତ ଓ କଥାବାର୍ତ୍ତା ସମ୍ପୂର୍ଣ୍ଣ ଶାଳୀନ । କିଛି ବାଟ ଗଲା ପରେ ସେ ପଚାରିଲେ, ହାବିଟାଟ୍ ସେଣ୍ଟରରେ କି କନଫରେନସ ଅଛି ? ମୁଁ ଉତ୍ତର ଦେଲାପରେ ତାଂକର ପରବର୍ତ୍ତୀ ପ୍ରଶ୍ନ, ଏଇଟା ୟୁଏନଡିପି କରୁଛି କି ? ମିଲେନିୟମ ଡେଭେଲପମେଣ୍ଟ

To continue reading "ଖୁସି ଚୋର", login now.

This page has been protected for subscriber only.

Report an Error