ଛଦ୍ମ ନିରାସକ୍ତି, ସ୍ପଷ୍ଟ ଆସକ୍ତି

ଛଦ୍ମ ମହାନତା ଠାରୁ କୋଟିଏ ଗୁଣ ଶ୍ରେୟସ୍କର ହେଉଛି ସ୍ପଷ୍ଟ ଭାବେ ନିଜ ଅଭିଳାଷ ସମ୍ପର୍କରେ ସୂଚନା ଦେଇଦେବା । ବୋଧହୁଏ ଏହା ସମ୍ପର୍କକୁ ବିଗିଡିବାରୁ ବଞ୍ଚେଇ ଦିଏ ।


ଫଟୋ - ୱିକି କମନ୍ସ
ଏମିତି କାହିଁକି ହୁଏ ଯେ ? ମୋର ମଞ୍ଚ ପ୍ରତି କୌଣସି ଲୋଭ ନାହିଁ ବୋଲି କହୁଥିବା ଲୋକଟା ହିଁ ମଞ୍ଚରେ ଚଢିଲା ପରେ ନିଜ ହାତରୁ ମାଇକ ଛାଡିବାକୁ ଭୁଲିଯାଏ ? ପୁରସ୍କାର ବଡ କଥା ନୁହେଁ ଜ୍ଞାନ ବାଣ୍ଟୁଥିବା ମହାନ, ବର୍ଷୀୟାନ ସାମାଜିକ କାର୍ଯ୍ୟକର୍ତ୍ତାର ଛଞ୍ଚାଣ ଆଖିରୁ ‘ମା ବାସୁଳେଇ ଯୁବକ ସଂଘ’ର ଫ୍ରିଲାନ୍ସ ସମାଜସେବୀ ପୁରସ୍କାରଟି ବି ଖସି ଯାଇ ପାରେନି ? ମତେ ପ୍ରଶଂସା

To continue reading "ଛଦ୍ମ ନିରାସକ୍ତି, ସ୍ପଷ୍ଟ ଆସକ୍ତି", login now.

This page has been protected for subscriber only.

Report an Error