ଫାକୁଲା'ର କାଚଖିଆ

ଆମେ ସମସ୍ତେ ବୋଧେ ସନ୍ଧ୍ୟା ଯାଏ ପେଟକୁ ଧରି ବସିଛୁ । ଅଜଣା ଶବ୍ଦଟିଏ, ଭାବନାଟିଏ ବା କଥାଟିଏ ଯଦି ଆମ ଅହଂକୁ ଛୁଇଁଗଲା, ତା ଅର୍ଥ ବୁଝିବାକୁ ଆମ ଭିତରୁ ଅନେକ ପ୍ରଚେଷ୍ଟା କରନ୍ତି ନାହିଁ । ନବୁଝିବା କାରଣରୁ ଉପହାସିତ ହେଲେ ବି ପରବାୟ ନାହିଁ ।


ଫଟୋ - ୱିକି କମନ୍ସ
ତା ଘରେ ମୋ ସାଙ୍ଗରେ ସାଙ୍ଗ ନହେବାକୁ ତାକୁ ଲକ୍ଷେ ଥର କହିଥିବେ, ଆଉ ମୋ ଘରେ ବି ମତେ ପାଖାପାଖି ସେତିକି ଥର । ହେଲେ ମନ ମାନିଲା ବାଲା, ନା ସେ ଥିଲା ନା ଥିଲି ମୁଁ । ମୋର ସବୁ ସିକ୍ରେଟ ତା ପାଖରେ ଆଉ ତାର ସବୁ ମୋ ପାଖରେ । ମୋ ମିଛକୁ ସେ ଧରେ ଫଟକିନା, ତା ମିଛକୁ ମୁଁ ।

To continue reading "ଫାକୁଲା'ର କାଚଖିଆ", login now.

This page has been protected for subscriber only.

Report an Error