ଦେଖି ନଥିବା ଘରପୋଡିର ଦୃଶ୍ୟ: ଏକ ସମୀକ୍ଷା

'ଦେଖିନଥିବା ଘରପୋଡିର ଦୃଶ୍ୟ', ନୂଆ ପ୍ରଜନ୍ମର କଥାକାର ଭାନୁ ଶଙ୍କର ମହାନ୍ତିଙ୍କ ପ୍ରଥମ ଗଳ୍ପ ସଂକଳନ । ଏହାକୁ ନେଇ ଏକ ପାଠକୀୟ ସମୀକ୍ଷା ।


ପାଗେଳୀ ବୁଢ଼ୀଟେ, କେବେ କାନ୍ଦେ, କେବେ ହସେ, ଆଉ କେବେ ପୁଣି ସମ୍ପିଯାଏ । ସମ୍ପିବାଟା କଟକିଆ ଗାଉଁଲି ଶବ୍ଦ । ମାନେ, ଗାଳିଦେବା, ସୋଧିବା, ହୁଡ଼ିବା ଇତ୍ୟାଦି । ଦିନେ, ବୁଢ଼ୀ ଏମିତି ସମ୍ପୁଛି ତା ଘର ପାଖ ବ୍ୟାଙ୍କ ଆଗରେ । ବ୍ୟାଙ୍କ ଘରଟି ତା ନିଜର ଘର ଆଉ ସିଏ ଭଡା ଦେଇଛି ବ୍ୟାଙ୍କକୁ । ଦି ଚାରିଟା ନୂଆ ଟୋକା ଠିଆ ହେଇଛନ୍ତି ବୁଢ଼ୀ

To continue reading "ଦେଖି ନଥିବା ଘରପୋଡିର ଦୃଶ୍ୟ: ଏକ ସମୀକ୍ଷା", login now.

This page has been protected for subscriber only.

Report an Error