ଜନ୍ମଦିନରେ ଦେବଦାସ ଛୋଟରାୟ: ତିନୋଟି କବିତା

ଦେବଦାସ ଛୋଟରାୟଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା ମାତ୍ର । ସେ ଚିରନ୍ତନ ଅଳ୍ପବୟସର କବି । ତାଙ୍କର ଗୋଟେ ପାପୁଲିରେ ଯୌବନ ଓ ଆର ପାପୁଲିରେ ବସନ୍ତ । କବିତାରେ ସଦା - ଯୌବନର କବି ଦେବଦାସ ଛୋଟରାୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଆସନ୍ତୁ ପଢିବା ତାଙ୍କର ତିନୋଟି କବିତା ।


##ମଲ୍ଲିକା ମଲ୍ଲିକାରେ, ଏ ଫାଲ୍ଗୁନ ବଡ ଇ ନିର୍ମମ ଦିନେ ତ ସମୟ ଥିଲା ଆମେ ଦୁହେଁ ଯାଉଥିଲୁ ବୁଲି ଅବଶ୍ୟ ବାହାରେ ଯାଇ ବେଶୀ କିଛି ଲାଭ ନାଇଁ ଖାଲି ଯାହା ନୂଆ ନୂଆ ଫ୍ରକ ତୋର ନଷ୍ଟ ହୁଏ ଜମି ଜମି ପେଟ୍ରୋଲ ଓ ଧୂଳି । ମଲ୍ଲିକା,

To continue reading "ଜନ୍ମଦିନରେ ଦେବଦାସ ଛୋଟରାୟ: ତିନୋଟି କବିତା", login now.

This page has been protected for subscriber only.

Report an Error