କମ୍ରେଡ୍‌ ରବି ଦାଶ; ଏକ ବିରଳ ବିପ୍ଳବୀଙ୍କ ଅନ୍ୱେଷଣ

ଜଣେ କବି ଯେତେବେଳେ ନିଜ ସମୟର ଜଣେ ବିପ୍ଳବୀ ବନ୍ଧୁଙ୍କ ସ୍ମୃତିଚାରଣ କରନ୍ତି, ସେଥିରେ ସ୍ଵତଃ ଆମ ସମୟ ଓ ସମାଜର ଇତିହାସ ପ୍ରତିଫଳିତ ହୋଇଯାଏ । କବି ଦେବଦାସ ଛୋଟରାୟ ଯେବେ ତାଙ୍କର ସାମ୍ୟବାଦୀ ବନ୍ଧୁ କମ୍ରେଡ ରବି ଦାଶଙ୍କ କଥା ଲେଖନ୍ତି, ସେଠି ଜୀବନ ଓ ବିଚାରର ଅନେକ ନୂଆକଥା ଖୋଲିଯାଏ ।


କମ୍ରେଡ୍‌ ରବି ଦାଶଙ୍କ ଚେହେରା ଆଉ ବ୍ୟକ୍ତିତ୍ୱରେ ମୁଁ ଏକ ଅନମନୀୟ ସୌନ୍ଦର୍ଯ୍ୟର ପ୍ରତିଛାୟା ଦେଖିଚି, ଯାହା ସବୁବେଳେ ଏକ ସକାରାତ୍ମକ ଉଜ୍ଜ୍ୱଳତାରେ ଭରା । ସେଠି ହାରିବା ଜିତିବା ବଦଳରେ ଥିଲା ଅବିରତ ଚାଲିବାର ଅଙ୍ଗୀକାର । ଆମର ପ୍ରଥମ ସମ୍ପର୍କ ଗଢି ଉଠିଥିଲା ମୁଁ ରେଭେନ୍‌ସାରେ ଗ୍ରାଜୁଏସନ କରିବା ସମୟରୁ, ଆଉ ଆମ ଭିତରେ ଜନ୍ମ ନେଇଥିଲା ଏକ ଜୀବନ୍ତ ଉଷ୍ମତା । ତାଙ୍କର କଥା କହିବାରେ

To continue reading "କମ୍ରେଡ୍‌ ରବି ଦାଶ; ଏକ ବିରଳ ବିପ୍ଳବୀଙ୍କ ଅନ୍ୱେଷଣ", login now.

This page has been protected for subscriber only.

Report an Error