ମୁଁ ଏବେ ତୋର ମନେ ପଡେନାହିଁ ।
ସମୟ ଲିଭେଇଦିଏ ସବୁକିଛି,
ଦୁଃଖ, ଦହନ, ସୁଖ, ସନ୍ତୋଷ,
କାଳ ପୋଛିଦିଏ ଚିହ୍ନ ଯେତେ
ନିଶବ୍ଦରେ, ଅଦ୍ଭୁତ ବାଗରେ ।
ତଥାପି ଘନଘୋର ଅନ୍ଧାର ଭିତରେ
ଦୁକଦୁକିର ନୀରବ ସ୍ପନ୍ଦନ ପରି
ଗୁମୁରୁଥାଏ ଶବ୍ଦ କିଛି
ଯାହାକୁ ମୁଁ
To continue reading "ଏବେ କେବେ ଦେଖାହେଲେ", login now.
This page has been protected for subscriber only.