ସେହି ଜଙ୍ଗଲର କାହାଣୀ - ୯

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ମୁଁ କେବେ ବଡ ହେବି** କେତେ ନୂଆ ପ୍ରାଣୀଙ୍କୁ ଦେଖିଲା ଶକ୍ତି । ସଭିଙ୍କ ଭିତରେ କିନ୍ତୁ ହାତୀ ବୋଧେ ସବୁଠୁ ବଡ ବୋଲି ଭାବିଲା । 'ତା ମୁହଁରେ ବି ଗୋଡ ଅଛି ।' 'ସେଇଟା ଶୁଣ୍ଢ' ହସି ହସି କହିଲା ଜିରାଫ୍ । 'କାଇଁ ମୋର ତ' ନାହିଁ, ତମର ବି ନାହିଁ । ଶକ୍ତି ପୁଣି ବୋକା ଭଳି କହିଲା

To continue reading "ସେହି ଜଙ୍ଗଲର କାହାଣୀ - ୯", login now.

This page has been protected for subscriber only.

Report an Error