ସେହି ଜଙ୍ଗଲର କାହାଣୀ - ୮

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ଆରେ ବାପ୍ ରେ ବାପ୍** ଜଙ୍ଗଲର ଯୋଉଠି ରହନ୍ତି ସବୁ ବଡ ଏବଂ ଭୟଙ୍କର ସହିତ ପ୍ରବଳ ଶକ୍ତିଶାଳୀ ପଶୁ, ସେଠି ଏହି ତିନୋଟି ବାଘଛୁଆ ଏକୁଟିଆ । ଅଗନା ଅଗନି ବନସ୍ତ । ଦିନବେଳେ ବି ସୂର୍ଯ୍ୟାଲୋକ ପହଞ୍ଚି ପାରୁନି । ଅଜଣା ରାସ୍ତା । ଯାହାକୁ ଖୋଜୁଛନ୍ତି, ତାକୁ ବି ଦେଖିନାହାନ୍ତି । ପଛକୁ ଫେରିବା ବାଟ ବି ଜାଣିନାହାନ୍ତି । ଡରି ଡରି ଓ

To continue reading "ସେହି ଜଙ୍ଗଲର କାହାଣୀ - ୮", login now.

This page has been protected for subscriber only.

Report an Error