ସେହି ଜଙ୍ଗଲର କାହାଣୀ - ୧୬

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ସତରେ, ସମସ୍ତେ କେତେ ଭଲ** ନରମ ଖରାରେ ଜଙ୍ଗଲଟି ସୁନ୍ଦର ଦେଖାଯାଉଥାଏ । ଶକ୍ତି ନିଦରେ ବହୁତ ସମୟ ଶୋଇଗଲା । ଏବେ ଉଠିଚି । ମା' ଦେଖାଯାଉନାହାନ୍ତି ପାଖରେ । ଉଠିକି ଗୁମ୍ଫା ଭିତରେ ବୁଲି ଆସିଲା ଶକ୍ତି । ଗୁମ୍ଫାର ବାହାରେ ବି ଦେଖିଲା । ମା' ତ ନାହାନ୍ତି । ଜଙ୍ଗଲରେ କିଛି କୋଳାହଳ ଶୁଣି ସେଇ ଆଡକୁ ଚାଲିଲା ଶକ୍ତି । ପାହାଡର ଉଚ୍ଚ

To continue reading "ସେହି ଜଙ୍ଗଲର କାହାଣୀ - ୧୬", login now.

This page has been protected for subscriber only.

Report an Error