ସେହି ଜଙ୍ଗଲର କାହାଣୀ - ୧୫

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ମା' ମୁଁ ଠିକ୍ କାମ କରିନି** ଶକ୍ତି ହାତୀ ଓ ଜିରାଫ୍ ସହିତ ତା ପରିଚିତ ଜଙ୍ଗଲରେ ପହଞ୍ଚିଗଲା । ଲିମ୍ପି, ମିଙ୍କି ଓ ସୁମା ସହିତ ତା ବାକି ସାଙ୍ଗସାଥି ସମସ୍ତଙ୍କୁ ଏକା ସାଥିରେ ଦେଖି, ପ୍ରଥମେ ଡରିକି ଦୌଡିଲେ । 'ମିଙ୍କି...... ଲିମ୍ପି...... ସୁମା ..... ଆମେ ଖେଳିବାନି ।' ଶକ୍ତିର ସ୍ବର ଶୁଣି ନାଚି

To continue reading "ସେହି ଜଙ୍ଗଲର କାହାଣୀ - ୧୫", login now.

This page has been protected for subscriber only.

Report an Error