ସେହି ଜଙ୍ଗଲର କାହାଣୀ - ୧୪

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ବଳ ଠୁ ବଳଶାଳୀ ବୁଦ୍ଧି** ଭାଲୁ ଯୋଜନା କରି ଚିଲକୁ ଲଗାଇଦେଲା କାମରେ । ଗଧିଆମାନଙ୍କ ଖବର ମିଳିପାରିବାର ବ୍ୟବସ୍ଥା ହେଇଗଲା । ବର୍ତ୍ତମାନ ସେ ଜିରାଫ୍, ଥାନି ଓ ଦୁଇଟି ହାତୀଙ୍କ ସହ ତିନି ବାଘଛୁଆଙ୍କୁ ସୁଡ଼ଙ୍ଗ ପଥରେ ସୁରକ୍ଷିତ ପଠାଇଦେଲା । କିନ୍ତୁ ବାକି ହାତୀମାନେ ସେହିଭଳି ଚାଲିବାକୁ ଲାଗିଲେ । ପଛେ ପଛେ ଭାଲୁ ଚାଲିଥାଏ । ସବୁ ହାତୀ ସନ୍ତର୍ପଣରେ ଚାଲିବାକୁ ଲାଗିଛନ୍ତି

To continue reading "ସେହି ଜଙ୍ଗଲର କାହାଣୀ - ୧୪", login now.

This page has been protected for subscriber only.

Report an Error