ସେହି ଜଙ୍ଗଲର କାହାଣୀ - ୧୩

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ଓଃ !! ସତେ କି ବିପଦ** ଅତି ସତର୍କତାର ସହ ସମସ୍ତେ ଆଗେଇ ଚାଲିଲେ । ଶକ୍ତି ବୁଝିଗଲା ଯେ, ଥାନି ତା ଶତ୍ରୁ ନୁହଁ । ତା ହେଲେ ସମସ୍ତେ ମୋ ନିଜର ? ଭାବିଲା ଶକ୍ତି । ତା' ହେଲେ ସେ ବୁଢା ମାଙ୍କଡ ? କେଜାଣି ? ମା'ଙ୍କ ମୁହଁ ଦେଖାଗଲା । ଶକ୍ତିକୁ କାନ୍ଦ ଲାଗିଲା । ଚାରିଆଡେ ଚାହିଁଲା

To continue reading "ସେହି ଜଙ୍ଗଲର କାହାଣୀ - ୧୩", login now.

This page has been protected for subscriber only.

Report an Error