ସେହି ଜଙ୍ଗଲର କାହାଣୀ - ୧୨

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ଚାଲ ମାଡି ଚାଲ** 'ବ୍ୟସ୍ତ ହେବାର ସମୟ ନୁହଁ ୟେ ।' କହିଲା ଚିଲ । 'ନା, ଚାଲ ନଦୀ କୂଳେ କୂଳେ ଯିବା । ହେନ୍ତାଳ ବଣ ଆଗରୁ ଯୋଉ ରାସ୍ତା ଯାଇଛି ଆର ଜଙ୍ଗଲ ଆଡକୁ ସେଇଠି ମୋଡିଯିବା । ଚିଲ ଆମକୁ ଖବର ଦେଇ ଚାଲିଥିବ ।' କହିଲା ଭାଲୁ । 'ମୋ ସାଥିରେ ଆଉ ଚାରିଜଣ ମୋ ସାଙ୍ଗ ରହିବେ । ଗଧିଆମାନଙ୍କ

To continue reading "ସେହି ଜଙ୍ଗଲର କାହାଣୀ - ୧୨", login now.

This page has been protected for subscriber only.

Report an Error