
ଭାଲୁର ଗୁମ୍ଫା ଭିତରେ ତିନି ବାଘଛୁଆ ରାତିରେ ରହିଲେ । ଗୁମ୍ଫା ବାହାରେ ହାତୀ ଓ ଜିରାଫ୍ ରାତିସାରା ପହରା ଦେଲେ । ଥକା ଦେହ ପୁଣି ଭଲ ଖାଦ୍ୟ ଓ ବହୁତ ସ୍ନେହ ପାଇ ଛୁଆ ତିନୋଟି ନିଘୋଡ ନିଦରେ ଶୋଇଗଲେ । ପାଖରେ ଭାଲୁ ଥିବା ଯୋଗୁଁ ଆଉ ଡର ବି ନାହିଁ । ଶୋଇ ଶୋଇ ଶକ୍ତି ସ୍ବପ୍ନ ଦେଖୁଥାଏ । ସେ ବାପା, ମା'ଙ୍କ
To continue reading "ସେହି ଜଙ୍ଗଲର କାହାଣୀ - ୧୧", login now.
This page has been protected for subscriber only.