ସେହି ଜଙ୍ଗଲର କାହାଣୀ - ୧୦

ଏ ଏକ ଜଙ୍ଗଲର କାହାଣୀ । ଏ କାହାଣୀର ଚରିତ୍ରମାନେ ସେ ଜଙ୍ଗଲର ଜୀବଜନ୍ତୁ । ହେଲେ ସେମାନଙ୍କ ଜୀବନ ଓ ସଂଘର୍ଷ ଆମ ଜୀବନ - ସଂଘର୍ଷ ସହିତ ତାଳ ଦେଇ ଚାଲୁଥିବାର ଦେଖିହେବ । ଏ କାହାଣୀ ଭିତରେ ରୂପାୟିତ ଆମ ସମୟ, ସମାଜ ଓ ଜୀବନ ।


**ବଡମାନେ ଠିକ୍ କହନ୍ତି, ବେଳେବେଳେ** ଶକ୍ତିର ଚିଲ୍ଲେଇବା ସମସ୍ତଙ୍କୁ ମଜା ଲାଗିଲା । 'ଥୟ ଧର ଯୁବରାଜ ! ବଡ ହେବାପରେ ଆଉ ଛୋଟ ହେଇପାରିବ ନାହିଁ । ବଡ ହେବା ଯାଏଁ ଛୋଟ ଥିବା ସମୟକୁ ଉପଭୋଗ କର ।' ଭାଲୁ କହିଲା । 'ନା' ନା' ମୁଁ କେବେ ବି ଛୋଟ ହେବିନି । ମୁଁ ବହୁଉଉଉତ ବଡ ହେବି । ସେ ହାତୀଇଇଇଇଇ.....'

To continue reading "ସେହି ଜଙ୍ଗଲର କାହାଣୀ - ୧୦", login now.

This page has been protected for subscriber only.

Report an Error